Notre instance Nitter est hébergée dans l'Union Européenne. Les lois de l'UE s'y appliquent. Conformément à la Directive 2001/29/CE du Parlement européen et du Conseil du 22 mai 2001 sur l'harmonisation de certains aspects du droit d'auteur et des droits voisins dans la société de l'information, « Les actes de reproduction provisoires visés à l'article 2, qui sont transitoires ou accessoires et constituent une partie intégrante et essentielle d'un procédé technique et dont l'unique finalité est de permettre : une transmission dans un réseau entre tiers par un intermédiaire, […] d'une oeuvre ou d'un objet protégé, et qui n'ont pas de signification économique indépendante, sont exemptés du droit de reproduction. » Aussi, toutes les demandes de retrait doivent être envoyées à Twitter, car nous n'avons aucun contrôle sur les données qu'ils ont sur leurs serveurs.

Creating my own sunshine🥰

Brahmapur, India
Joined July 2021
7
18
Arati_sahu🥰 retweeted
ଅନାଥ ର ନାଥ ତୁମେ ଜଗନ୍ନାଥ
9
9
210
Arati_sahu🥰 retweeted
ଏବେ ଏହି କଳିଯୁଗରେ ସତ କହୁଥିବା ଲୋକଟି ନିନ୍ଦା ଅପମାନ ସହୁଛି ଆଉ ମିଥ୍ୟା ବଚନ କହି କଳହ ସୃଷ୍ଟି କରୁଥିବା ଲୋକଟିର ଆଦର କରାଯାଉଛି ଏଇତ ଦୁନିଆଁର ଖେଳ..।। #ଜୟଜଗନ୍ନାଥ 🚩🙏 #ଶୁଭସକାଳ 🌄
17
9
62
ଜୟ ଜଗନ୍ନାଥ 🙏
1
6
ଜୟ ମା' ମଙ୍ଗଳା 🙏🙏
1
1
26
Arati_sahu🥰 retweeted
କୁନି ନେଉଳ 😊😊😊
27
2
198
ଜୟ ଜଗନ୍ନାଥ 🙏
4
1
26
Arati_sahu🥰 retweeted
ତତେ ପାଖକୁ ଆଣିବାକୁ ବହୁତ୍ ଇଚ୍ଛା 🌹 କିନ୍ତୁ ତୁ ମଉଳି ଯିବୁ ବୋଲି ତୋଳୁନି ତତେ 🥀
19
4
150
ଜୟ ଜଗନ୍ନାଥ 🙏🙏🙏🙏
20
6
239
💕💕
4
5
41
ଜୟ ଜଗନ୍ନାଥ 🙏🙏 ଶୁଭସକାଳ 🌄😊
14
2
50
Arati_sahu🥰 retweeted
ପତିତ ପାବନ ଦର୍ଶନ ( ତା ୨୩-୧୧-୨୦୨୨)
9
20
1
445
Arati_sahu🥰 retweeted
ନିରନ୍ତର ଚେଷ୍ଟା ଏବଂ ନିଜ ଉପରେ ଭରସା ରଖୁଥିବା ବ୍ୟକ୍ତି କେବେ ବି ଜୀବନରେ ଅସଫଳ ହୁଏ ନାହିଁ...|| #ଜୟଜଗନ୍ନାଥ 🚩🙏 #ଶୁଭସକାଳ 🌄
27
8
197
Arati_sahu🥰 retweeted
ଦେବ ଦୀପାବଳୀ ର ଅନ୍ତିମ ଦିବସ ରେ ଶ୍ରାଦ୍ଧ ନୀତି ପାଇଁ ଶ୍ରୀ ମଦନମୋହନ , ଶ୍ରୀଦେବୀ , ଭୂଦେବୀ ବିମାନରେ ଜଗନ୍ନାଥ ବଲ୍ଲଭ ମଠ କୁ ବିଜେ ହୋଇ ସେଠାରେ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଅଛି ।
5
9
51
Arati_sahu🥰 retweeted
ଶୁଣିଥିଲି ଯେଉଁମାନେ ବେଶୀ ରାଗନ୍ତି ସେମାନେ ଏତିକି ଲଙ୍କା ଏକାସହ ଖାଇଦେଲେ ତାଙ୍କ ରାଗ କମିଯାଏ 🤭🤭
22
1
97
Arati_sahu🥰 retweeted
ମାଣ ବସା ଗୁରୁବାର ତୃତୀୟ ପାଳି
7
20
3
445
Arati_sahu🥰 retweeted
#ଜୟ_ଶ୍ରୀଜଗନ୍ନାଥ 🙏 ଏ କଳି କାଳର କଳ୍କୀ ତୁ 🙇‍♂️
16
6
131
Arati_sahu🥰 retweeted
ପବିତ୍ର ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା🙏 ମା' ସମସ୍ତଙ୍କ ଜୀବନରୁ ଦୁଃଖ ଦୂର କରନ୍ତୁ🙏ଏତିକି ପ୍ରାର୍ଥନା..🙏 #ମାଣବସା🌺 #ଜୟମାଲକ୍ଷ୍ମୀ 🚩🙏
25
9
224
କିଛି ସ୍ଥାୟୀ ନୁହେଁ ନିଜକୁ ଅଧିକ ଚାପରେ ରଖିବା ଉଚିତ୍ ନୁହେଁ କାରଣ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ସମୟ ସହିତ ପରିବର୍ତ୍ତନ ହୁଏ!! #ସୁପ୍ରଭାତ🌻🌞 🌸 🙏 ❇️‼️ଜୟ ଶ୍ରୀଜଗନ୍ନାଥ‼️❇️🙏🌸🚩
15
3
65