Official Twitter account of Collector and District Magistrate, Balasore.

Balasore, Odisha
Joined June 2017
A 24×7 Helpline is in operation in view of possibility of flood like situation. @PradeepJenaIAS @SRC_Odisha
7
32
1
418
୧୮ ରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୨୫, ୨୬ ଓ ୨୭ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ। ଦୟାକରି ଗହଳି କରନ୍ତୁ ନାହିଁ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares #BalasoreCares
17
21
1
317
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୫, ୨୬, ୨୭ ଓ ୨୮ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।ଏହା ପାଇଁ ଅନଲାଇନ ରେ ଆସନ୍ତା ଅକ୍ଟୋବର ୨୪ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares
3
16
0
248
୧୮ ରୁ ୪୪ ବର୍ଷ ର ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୫, ୨୬, ୨୭ ଓ ୨୮ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।ଏହା ପାଇଁ ଅନଲାଇନ ରେ ଆସନ୍ତା ଅକ୍ଟୋବର ୨୪ ରିଖ ମଧ୍ୟାହ୍ନ ୧୨ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ।
18
44
1
430
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୨୧ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ। ଦୟାକରି ଗହଳି କରନ୍ତୁ ନାହିଁ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares #BalasoreCares
8
24
0
291
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୧ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ଆସନ୍ତା ଅକ୍ଟୋବର ୨୦ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। #OdishaCares #BalasoreCares
4
15
0
230
୧୮ ରୁ ୪୪ ବର୍ଷ ର ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୧ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ଆସନ୍ତା ଅକ୍ଟୋବର ୨୦ ରିଖ ମଧ୍ୟାହ୍ନ ୧୨ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। ଦୟାକରି ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares
20
40
2
465
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୧୮ ଓ ୧୯ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ। ଦୟାକରି ଗହଳି କରନ୍ତୁ ନାହିଁ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares #BalasoreCares
5
16
0
307
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୧୮ ଓ ୧୯ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ଆସନ୍ତାକାଲି ଅକ୍ଟୋବର ୧୭ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares
3
13
0
265
୧୮ ରୁ ୪୪ ବର୍ଷ ର ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୧୮ ଓ ୧୯ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ଆସନ୍ତାକାଲି ଅକ୍ଟୋବର ୧୭ ରିଖ ମଧ୍ୟାହ୍ନ ୧୨ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। #OdishaCares #BalasoreCares
29
42
0
529
The Official Mascot for the FIFA U-17 Women’s World Cup India 2022, 𝙄𝘽𝙃𝘼, was released a few days back. But #DidYouKnow that the entire video to reveal the Asiatic Lioness 🦁 was shot at Odisha's famous #Konark Sun Temple. Link to the Video: ⬇️ facebook.com/518084644901071…
2
6
0
115
Handwashing with soap continues to be one of the most effective ways to help prevent the spread of the Covid-19 virus and many other diseases. This is one of the simplest thing to do to keep diseases at bay. #GlobalHandwashingDay
1
4
0
126
ପ୍ରତିବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଗୁରୁବାରକୁ ବିଶ୍ବ ଦୃଷ୍ଟି ଦିବସ ଭାବରେ ପାଳନ କରାଯାଇଥାଏ। ଆସନ୍ତୁ, ଏହି ଅବସରରେ ଚକ୍ଷୁରୋଗ ଓ ଦୃଷ୍ଟିଶକ୍ତିଜନିତ ସମସ୍ୟାର ପ୍ରତିରୋଧ ତଥା ନିୟନ୍ତ୍ରଣ ସମ୍ପର୍କରେ ସଚେତନ ହେବା ସହ କରୋନା ପ୍ରତିରୋଧ ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ମାନି ଚଳିବା। #WorldSightDay #OdishaCares
1
9
0
127
Today a follow up camp held for the inmates of Hatigarh leprosy colony & Prayas old age home whose cataract surgery was done at MG HOSPITAL. #WorldSightDay @SSEPD2 @FmmchBalasore
7
7
0
181
ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ତେଣୁ କୋଭିଡ ସଂକ୍ରମଣଠାରୁ ସାବଧାନ ରୁହନ୍ତୁ। ନିୟମ ମାନି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଓ ବାରମ୍ବାର ହାତ ଧୁଅନ୍ତୁ। ସତର୍କ ରୁହନ୍ତୁ, କୋଭିଡ଼ ସଂକ୍ରମଣରୁ ସୁରକ୍ଷିତ ରୁହନ୍ତୁ। #odishacares
3
4
0
132
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ। ଦୟାକରି ଗହଳି କରନ୍ତୁ ନାହିଁ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ। #OdishaCares #BalasoreCares
7
27
0
320
୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ। ଏହା ପାଇଁ ଅନଲାଇନ ରେ ଆସନ୍ତାକାଲି ଅକ୍ଟୋବର ୧୩ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ। #OdishaCares #BalasoreCares
7
13
0
217